ପୁରୀକୁ ଯିବା ମନା! ହେଲେ କାହିଁକି?

#Corona_Virues #Covid_19 #Puri #AustinNews ପୁରୀ ତା-୫-୦୭-୨୦୨୦ ଜୁଲାଇ ୩୧ ଯାଏ ପୁରୀ କୁ ପ୍ରବେଶ ମନା ରାଜ୍ୟରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ପୁରୀ ଜିଲ୍ଲା ପ୍ରଶାସନ ଆଜି ଏକ ବଡ଼ ନିଷ୍ପତ୍ତି ନେଇଛି। ଚଳିତ ମାସ ୫ ତାରିଖ ରୁ ୩୧ ତାରିଖ ପର୍ଯ୍ୟନ୍ତ ବାହାର ଜିଲ୍ଲା ବା ବାହାର ରାଜ୍ୟର ଲୋକଙ୍କୁ ପୁରୀ ଆସିବାକୁ ଦିଆଯିବ ନାହିଁ । ଏନେଇ ପୁରୀ ଜିଲ୍ଲାପାଳ ବଲୱନ୍ତ … Continue reading ପୁରୀକୁ ଯିବା ମନା! ହେଲେ କାହିଁକି?